ଆତ୍ମସମର୍ପଣ କଲେ ୭ ମାଓବାଦୀ

ନିଜ ଭୁଲକୁ ବୁଝି ପ୍ରାୟଶ୍ଟିତ କରିବାରେ ହିଁ ଥାଏ ମହାନତା । ସେହିପରି ଛତିଶଗଡର ସୁକୁମା ଜିଲ୍ଲାରେ ୭ ମାଓବାଦୀ ସିଆରପିଏଫ୍ ଏସ୍.ଏଲିଙ୍ଗା ଏବଂ ସୁକୁମା ଏସପି ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏସପିଙ୍କ ସୂଚନା ଅନୁସାରେ, ସେଥିରୁ ୪ଜଣ ମାଓବାଦୀଙ୍କୁ ଧରାଇବାକୁ ଜଣଙ୍କ ପାଇଁ ୮ ଲକ୍ଷ ଓ ଅନ୍ୟ ୩ ଜଣଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ପୂର୍ବରୁ ନାରାୟଣପୁରରେ ମଧ୍ୟ ୧୦ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।

Comments are closed.