ଦୁଇ ବଖରା ଘର ପୋଡ଼ି ଭସ୍ମୀଭୂତ
ରାଜକନିକା(ପ୍ରଣୟ ନାୟକ) : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସୋମବାର ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଗୋବିନ୍ଦପୁର ଶରତ ଦାସ ଓ ନିର୍ମଳ ଦାସଙ୍କ ଦୁଇ ବଖରା ଘର ବିଳମ୍ୱିତ ରାତିରେ ଘରେ ସୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗି ଯାଇ ଥିଲା ,ତେବେ ସ୍ଥାନୀୟ ଲୋକ ନିଆକୁ ଆୟତ୍ତ କରିବାରେ ଅସର୍ମଥ ହେବାରୁ ଆଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆକୁ ଆୟତ୍ତ କରିଥିଲେ ତେବେ ଘଟଣା ସ୍ଥଳରେ ଗୋବିନ୍ଦପୁର ସରପଂଚ ଉପସ୍ଥିତ ଥିଲେ ଏବଂ ତହସିଲ ତରଫରୁ ସମସ୍ତ ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି |ନିଆ ଲାଗିବାର କାରଣ ଜଣାପଡ଼ିନଥିବା ବଳେ ଗ୍ରାମବାସୀ ପିଡ଼ିତ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ଦାବିକରିଛନ୍ତି |
Comments are closed.