ଝୁଲନ୍ତା ଅଵସ୍ଥାରେ ଗଛରୁ ମା ପୁଅଙ୍କ ଶବ ଉଦ୍ଧାର

ନୂଆପଡା(ମନୋଜ କୁମାର ସଗରିଆ) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବାଦୀ ଗାଁ କେନାଲ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏକ ବରଗଛ ରେ ଝୁଲନ୍ତା ଅବସ୍ଥାରେ ମାଁ ପୁଅଙ୍କ ଙ୍କ ଶବ ଦେଖିବା କୁ ମିଳିଛି । ମାଁ ପୁଅ ହେଲେ ଗାୟତ୍ରୀ ଖମାରୀ ଓ ଆଶିଷ ଖମାରୀ ସେମାନେ ଖଡ଼ିଆଳ ର ହୋଇଥିବା ବେଳେ ବାଦୀ ଗ୍ରାମ ରେ ରହି ଆସୁଥିଲେ । ଗତକାଲି ସକାଳୁ ଏହି ଘଟଣା ସାମ୍ନାକୁ ଆସିଲା ପରେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Comments are closed.