ରେସ୍ତୋରଣ୍ଟ ଦିଆଗଲା ଷ୍ଟିଲରେ ଲଞ୍ଚ ବାକ୍ସ
ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବାରଣ ଆଇନ ଲାଗୁ ହୋଇସାରିଛି । ଯାହାର ପ୍ରଭାବରେ ରେସ୍ତୋରଣ୍ଟ ମାନଙ୍କରେ ଷ୍ଟିଲରେ ଲଞ୍ଚ ବକ୍ସ ପ୍ରଦାନ କରାଯାଉଛି । ଖାଇବା ନେବା ସମୟରେ ଲୋକଙ୍କୁ ୨୦୦ ଟଙ୍କା ଜମାରାଶି ରୂପେ ଦେବାକୁ ପଡିଥାଏ । ଖାଲି ଲଞ୍ଚ ବକ୍ସ ଫେରାଇଲେ ଜମା ରାଶି ମଧ୍ୟ ଫେରାଇ ଦିଆଯାଏ । ଏହି ବ୍ୟବସ୍ତା ଦ୍ୱାରା ଗ୍ରାହକମାନେ ଅତି ଆନନ୍ଦିତ ହେବାରେ ଲାଗିଛନ୍ତି ।
Comments are closed.