ଅବକାରୀ ବିଭାଗ ଦ୍ଵାରା 37ଲିଟର ଦେଶୀ ମଦ ସହ ବାଇକ ଜବତ,2ଗିରଫ

ରଣପୁର(ଚିରଞ୍ଜିବି ଦାସ) : ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ଅବକାରୀ ବିଭାଗ l ଆଜି ରଣପୁର ବ୍ଲକର କାକଲମା ଓ ଭେରୁପଡା ରେ ଚଢ଼ାଉ କରି 37ଲିଟର ଦେଶୀ ମଦ ଓ OD25C0499 ନମ୍ବର ବିଶିଷ୍ଟ ଏକ ବାଇକ ଜବତ କରିଵା ସହ 2ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ କାକଲମା ଗ୍ରାମର 38 ବର୍ଷୀୟା ନଳିନୀ ପରିଡା ଏବଂ ଭେରୁପଡା ଗ୍ରାମର ବିଭୁତି ଭୂଷଣ ଦଳେଇ l

Comments are closed.