୪ ବର୍ଷର ନାତୁଣୀକୁ ଧର୍ଷଣ କରିଛି ୬୦ ବର୍ଷର ବୃଦ୍ଧା

ଆଜିକାଲି ସମାଜରେ ଯୁଆଡେ ବି ଦେଖ ଧର୍ଷଣ, ଅତ୍ୟାଚାର ବଢିବାରେ ଲାଗିଛି । ଧର୍ଷଣର ଶିକାର ମହିଳା ଓ ବୟସ୍କ ଝିଅମାନେ ହେଉଥିବାବେଳେ ଏବେ ଏହାର ଶିକାର ଛୋଟ ପିଲାମାନେ ବି ହେବାରେ ଲାଗିଲେଣି । ଏପରି ଏକ ଲୋମହାର୍ଷକର ଘଟଣା ଘଟିଛି ଛତିଶଗଡର କାଣ୍ଡୋଗାଁରେ,ଯେଉଁଠି ୬୦ ବର୍ଷର ଏକ ବୃଦ୍ଧା ନିଜର ୪ ବର୍ଷର ନାତୁଣିକୁ ଧର୍ଷଣ କରି ଫିଙ୍ଗିଦେଇଛି । ମୃତଦେହକୁ କୁକୁର ମାଧ୍ୟମରେ ନିକଟରେ ଥିବା ନାଳ ନିକଟରୁ ଉଦ୍ଧାର କରାଯାଇଛି । ପୋଲିସଙ୍କ ପଚାରଉଚାର ପରେ ବୃଦ୍ଧାଟି ସବୁ ସତ କଥା କହିଥିବାର ଜଣାପଡିଛି । ଭାରତୀୟ ପିଙ୍ଗୋଳ କୋର୍ଟର ୩୦୨ ଧାରା ଅନୁସାରେ ବୃଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯଦି ଏକ ଛୋଟ ପିଲା ନିଜ ଜେଜେ ସହ ସୁରକ୍ଷିତ ନାହିଁ ତ ଆଉ ବାହାରେ କାହାକୁ ବିଶ୍ୱାସ କରାଯିବ ?

Comments are closed.