ହାଇଦ୍ରାବାଦରେ ମୁହାଁମୁହିଁ ହେଲା ୨ ଟ୍ରେନ୍

ହାଇଦ୍ରାବାଦ : ହାଇଦ୍ରାବାଦର କାଚେଗୁଡା ରେଳ ଷ୍ଟେସନରେ ୨ଯି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ଗଗଞଝ ଓ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବାରୁ ୩୦ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୧୦ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି । ଗୋଟିଏ ଧାରଣାରେ ୨ଟି ଟ୍ରେନ୍ ଆସିଯିବାରୁ ଧକ୍କା ହୋଇଥିବା ଜଣାପଡିଛି । ଏନେଇ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ । ଗଗଞଝ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ସିଗନାଲ ଫେଲ ହେବ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Comments are closed.