ନେହେରୁ ମେମୋରିଆଲ ମ୍ୟୁଜିୟମ ନାମ ପରିବର୍ତ୍ତନ କରିବା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ଗ୍ରୀନ ସିଗିନାଲ

ନୂଆଦିଲ୍ଲୀ : ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ୍‌)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୪ରେ ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମ୍‌ଏମ୍‌ଏଲ) ସୋସାଇଟିରେ ପରିବର୍ତ୍ତିତ ହୋଇଥିଲା।

Comments are closed.