ଆଶ୍ଳୀଳ ଫଟୋ ଭାଇରଲ କରି ଯୁବକ ଗିରଫ

ଭୁବନେଶ୍ୱର : ସୋସିଆଲ ମିଡିଆରେ ବନ୍ଧୁତା । ବନ୍ଧୁତାରୁ ପ୍ରେମ ଓ ପରେ ନ୍ୟୁଡ଼କଲ । ଆଉ ନ୍ୟୁଡ କଲରୁ ବ୍ଲାକମେଲିଂ କରି ଯୁବକ ଗିରଫ । ଗିରଫ ଯୁବକ ଜଣକ ପପୁନ ସାହୁ, ସେ +୩ରେ ପଢୁଥିବା ଜଣାପଡିଛି ।ଭୁବନେଶ୍ବର ସାଇବର ଥାନା ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସମ୍ପର୍କରେ ଫାଟ ଆସିବା ପରେ ଅଭିଯୁକ୍ତ ଜଣକ ଝିଅ ନାଁରେ ଫେକ୍ ଆଇଡି ଖୋଲି ଫଟୋ ପୋଷ୍ଟ କରିଥିଲା । ତେବେ ଏନେଇ ଅଭିଯୋଗ ପରେ ସାଇବର ପୋଲିସ ଅଭିଯୁକ୍ତକୁ ଛତ୍ରପୁରରୁ ଗିରଫ କରିଛି ।

Comments are closed.