କାହିଁକି ଡିପ୍ରେସନକୁ ଯାଆନ୍ତି ଲୋକ

ଡିପ୍ରେସନ ବା ମାନସିକ ଅବସାଦ । ଏପରି ଏକ ରୋଗ ଯାହା ଆଜିର ଦୁନିଆରେ ଏକ ସାଧାରଣ ରୋଗରେ ପରିଣତ ହୋଇଛି । ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଭାରତ ନୁହେଁ ସାରା ବିଶ୍ୱ ଏବେ ରୋଗରେ ଆକ୍ରାନ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ରିପୋର୍ଟ ଉପରେ । ଆଉ ଜାଣନ୍ତୁ ଏହାର ଲକ୍ଷଣ ଏବଂ ନିରାକରଣ ।

– ୨୦୨୨ରେ ଦେଶରେ ୫ କୋଟିରୁ ଅଧିକ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ

– ବିଶ୍ୱରେ ୨୮୦ ମିଲିଅନ୍ ଲୋକ ମାନସିକ ଅବସାଦରେ ଆକ୍ରାନ୍ତ

– ମୋଟ ଜନସଂଖ୍ୟାର ୩.୮ ପ୍ରତିଶତ ମାନସିକ ଅବସାଦରେ ଆକ୍ରାନ୍ତ

– ଭାରତରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରହିଛନ୍ତି

– ଦେଶରେ ସର୍ବାଧିକ ମାନସିକ ଅବସାଦ ରୋଗୀ ରାଜ୍ୟ ମଧ୍ୟରେ ଓଡି଼ଶା ରହିଛି

– ତାମିଲନାଡୁ, କେରଳ, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡି଼ଶାରେ ଆକ୍ରାନ୍ତ

– ଛୋଟ ପିଲାମାନେ ମଧ୍ୟ ମାନସିକ ଅବସାଦ ରୋଗରେ ଆକ୍ରାନ୍ତ

– ୧୫ରୁ ୨୯ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ

– ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣ ସାଇକାଟ୍ରିକ ଡାକ୍ତର ରହିଛନ୍ତି

Comments are closed.