Instagram ପୋଷ୍ଟ୍ ମୂଲ୍ୟ ୮୦ ଲକ୍ଷ: ବିରାଟ କୋହଲି

ଇଣ୍ଡିଆ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ହେଲେ ଆପଣ ଜାଣନ୍ତି କି ସେ Instagram ରେ ପ୍ରତିଟି ପୋଷ୍ଟ୍ ପାଇଁ କେତେ ଟଙ୍କା ନିଅନ୍ତି ? ବିରାଟ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ବେଳେ ତାଙ୍କର Instagram ୨୩.୨ ମିଲିୟନ୍ ଫଲୋରର୍ସ ଅଛନ୍ତି । ସେଥିପାଇଁ ବିରାଟ ପ୍ରତିଟି ସ୍ପନସରସିପ ପାଇଁ ପ୍ରାୟ ୮୦ ଲକ୍ଷ ଟଙ୍କା ନେଇଥାନ୍ତି । ସାରା ବିଶ୍ୱରେ ଭାରତୀୟ ଭାବରେ ବିରାଟ କୋହଲି ୧୭ତମ ଅଧିକାର କରିଛନ୍ତି ।

Comments are closed.