୬୫୭ କୋଟି ଟଙ୍କାରେ ୨୮୫୦ଗ୍ରାମପଞ୍ଚାୟତର ବିକାଶ
‘ଆମ ଗାଁ ଆମ ବିକାଶ’ କାର୍ଯ୍ୟ ୧୨୩ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୫୦ ଗ୍ରାମପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିରେ ୬୫୭ କୋଟି ଟଙ୍କାରେ ପାଖାପାଖି ୨୬,୫୮୭ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟ ଉନୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ।
Comments are closed.