ମୁହାଁ ମୁହିଁ ଧକ୍କା ହେଲେ ଦୁଇ ମାଲବାହୀ ଟ୍ରେନ୍ । ୨ ଲୋକୋ ପାଇଲଟ୍ ଗୁରୁତର ।

ପଞ୍ଜାବ ଫତେଗଡ ସାହିବ ସରୀହିନ୍ଦ ମାଧୋପୁର ନିକଟରେ ସକାଳୁ ସକାଳୁ ବଡ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହୋଇଛନ୍ତି ଦୁଇ ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ଦୁଇ ଟ୍ରେନର ଲୋକୋ ପାଇଲଟ୍ ଗୁରୁତର ହୋଇଛନ୍ତି । ଦୁଇ ଲୋକୋ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଫତେଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସ୍ଥିତି ଗମ୍ଭୀର ହେବାରୁ ସେମାନଙ୍କୁ ରାଜିନ୍ଦର ହସ୍ପିଟାଲକୁ ରେଫର କରାଯାଇଥିବା ଜଣାପଡିଛି ।

Comments are closed.