ଆଜି ଆସିବ ଆକାଉଣ୍ଟକୁ ଟଙ୍କା

ନୂଆଦିଲ୍ଲୀ,: ପିଏମ୍‌ କିଷାନ ନିଧି ଯୋଜନା ଅଧୀନରେ ବୁଧବାର ୧୬ତମ କିସ୍ତି ଚାଷୀଙ୍କ ଖାତାକୁ ଆସିବ। ଏହାପୂର୍ବରୁ ୧୫ ନଭେମ୍ବର ୨୦୨୩ରେ ୧୫ତମ କିସ୍ତି ଆସିଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଜାରି କରିଥିଲେ। ଏଥି ସହିତ ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ସ୍ଥାନାନ୍ତର କରିବେ। ଏଥିରେ ଦେଶର ୯ କୋଟି କୃଷକ ୧୬ ତମ କିସ୍ତିର ଲାଭ ପାଇବେ।

Comments are closed.