ବିଦେଶଯାତ୍ରା ପୂର୍ବରୁ ଏବେ କୋର୍ଟର ଅନୁମତି ନେବେ ସଲମାନ୍

ବଲିଉଡ ଜଗତର ଦମଦାର ଅଭିନେତା ସଲମାନ୍ ଖାନଙ୍କୁ ଏବେ ବିଦେଶ ଯିବା ପୂର୍ବରୁ ପ୍ରତି ଥର କୋର୍ଟର ଅନୁମତି ନେବାକୁ ପଡିବ । ରାଜସ୍ଥାନର ଯୋଧପୁରରେ ହୋଇଥିବା କୃଷ୍ଣସାର ମୃଗ ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛି କୋର୍ଟ । ଏନେଇ ସଲମାନଙ୍କୁ ବିଗତ ଦିନ ଗୁଡିକରେ ବହୁତ କ୍ଷତି ସହିବାକୁ ପଡିବ, କାରଣ ସଲମାନଙ୍କର ବହୁତ ସାରା ସିନେମା ବାହାର ଦେଶମାନଙ୍କରେ ସୁଟିଙ୍ଗ ହୁଏ ।

Comments are closed.