ରେଳ ବିଭାଗର ନିର୍ଦ୍ଦେଶ ପରେ ଯାଜପୁର ରୋଡ ରେଳ ଷ୍ଟେସନରେ ଜଳଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଆରପିଏଫ ଅଧିକାରୀ ପ୍ରବୀଣ କୁମାର 

ମିନିଟ ସମୟରେ ରେଳ ବିଭାଗର ନିର୍ଦ୍ଦେଶ ପରେ ଯାଜପୁର ରୋଡ ରେଳ ଷ୍ଟେସନରେ ଜଳଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଆରପିଏଫ ଅଧିକାରୀ ପ୍ରବୀଣ କୁମାର l ପ୍ରକାଶ ଯୋଗ୍ୟ ରାଜ୍ୟରେ ଧୀରେ ଧୀରେ ରୁଦ୍ରତାପ ବଢିବାକୁ ଲାଗୁଛି l ଯାହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ପ୍ରତେକ ଷ୍ଟେସନରେ ଜଲଛତ୍ର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି l

ଏହି ପରିପକ୍ଷରେ ମଙ୍ଗଳବାର ଦିନ ଯାଜପୁର ରୋଡ ରେଳ ଷ୍ଟେସନରେ ଆରପିଏଫ ବିଭାଗ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଇଛି l ଏହି କାର୍ଯ୍ୟକ୍ରମରେ ଆରପିଏଫ ଅଧୁକାରୀ ପ୍ରବୀଣ କୁମାର ଯୋଗଦେଇ ରେଳ ଯାତ୍ରୀଙ୍କୁ ଦହି ପାଣି ଓ ଥଣ୍ଡା ପାଣି ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସମସ୍ତେ ଆରପି ଏଫ କର୍ମଚାରୀ ଉପସ୍ଥିତ ଥିଲେ l

Comments are closed.