ଜେଲରୁ ମୁକୁଳିଲେ ସାଂସଦ ରାମଚନ୍ଦ୍ର ହାଁସଦା

ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ୨୦୧୪ ମସିହା ନଭେମ୍ବର ୪ ତାରିଖରେ ଗିରଫ ହୋଇଥିବା ସାଂସଦ ରାମଚନ୍ଦ୍ର ହାଁସଦା ମୁକୁଳିଲେ ଜେଲରୁ । ପ୍ରଥମେ ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ ବି ଦ୍ୱିତୀୟ ଥରର ଆବେଦନରେ ମଞ୍ଜୁରୀ ଦେଇଥିଲେ, ଫଳରେ ଗତକାଲି ହାସଁଦା ଝାରପଡା ଜେଲରୁ ମୁକୁଳିଛନ୍ତି ।

Comments are closed.