ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ, ଏହି ସବୁ ଜିଲାକୁ ଯାଇ ମାଗିବେ ଭୋଟ୍‌

ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପାର ଟପ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ଭାଜପା ନେତା ତଥା ରାମାୟଣ ସିରିଏଲରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ। କେନ୍ଦୁଝର, ଢେଙ୍କାନାଳ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ଭାଜପା ନେତାଙ୍କ ପାଇଁ ଭୋଟ୍‌ ମାଗିବେ ଅରୁଣ ଗୋଭିଲ।

Comments are closed.