ଆଜି ମୁବାଇ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ । ଆଜିଠୁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ  ।

ଗସ୍ତ ଅବସରରେ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠାତା ଡଃ ରମାକାନ୍ତ ପଣ୍ଡାଙ୍କ ଦ୍ବାରା ସ୍ଥାପିତ ଏସିଆନ୍ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ସହ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୪ ଅପରାହ୍ଣରେ ଭୁବନେଶ୍ବର ପ୍ରତ୍ୟାବତ୍ତର୍ନ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.