ଆରମ୍ଭ ହେଲା ରାମ ମନ୍ଦିର ପାଇଁ ମୋଦୀଙ୍କ ବ୍ରତ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟଡ଼ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ।

ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ ପାଳନ କରିବାକୁ ଯାଉଛନ୍ତି। ଏହା ମୁତାବିକ, ସେ ତଳେ ଶୋଇବା ସହ ୧୧ଦିନ ଧରି ମୌନ ବ୍ରତ ମଧ୍ୟ ରଖିବେ।

Comments are closed.