ବ୍ଲକ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ସଫଳ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟା ବିବେଚିତ ହେଲେ ଦିବ୍ୟକାନ୍ତ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ ପୋଖରୀଆ ନିବାସୀ ଶ୍ରୀ ଦୁଷ୍ମନ୍ତ ଚହଟରାୟ ଓ ମାତା କଳ୍ପନା ଚହଟରାୟଙ୍କ ଏକମାତ୍ର ପୁତ୍ର ଦିବ୍ୟକାନ୍ତ ଚହଟରାୟ । ମେହେରାମପୁର ସ୍ଥିତ ବିବେକାନନ ଶିକ୍ଷାକେନ୍ଦ୍ରର ତୃତୀୟ ଶ୍ରେଣୀର ଛାତ୍ର ଦିବ୍ୟକାନ୍ତ,୨୦୨୧-୨୨ ଶିକ୍ଷାବର୍ଷପାଇଁ ବ୍ଲକ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ସଫଳ ହୋଇ ବୃତ୍ତି ପାଇବାପାଇଁ ଯୋଗ୍ୟା ବିବେଚିତ ହୋଇଛନ୍ତି । ତାଙ୍କର ଏଭଳି ସଫଳତା ପାଇଁ ପିତା,ମାତା ଓ ସମସ୍ତ ଗୁରୁଜୀ,ଗୁରୁମା ମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଅପରପଟେ ତାଙ୍କର ଏହି ସଫଳତା ସ୍ଥାନୀୟ ଅଂଚଳରେ ଖୁସିର ମାହୋଲ ଖେଳାଇ ଦେଇଛି |
Comments are closed.