ଯୁବକଙ୍କୁ ପଥରରେ ଛେଚି ହତ୍ୟା !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡିପଡା ଗ୍ରାମପଞ୍ଚାୟତ ତଳମୋଟାରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ | ଯୁବକଙ୍କୁ ପଥରରେ ଛେଚି ହତ୍ୟା | ଯୁବକ ଜଣଙ୍କ ଛାତ ଉପରେ ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା କରାଯାଇଛି | ମୃତ୍ୟୁ ର ଶିକାର ଯୁବକ ଜଣଙ୍କ ତଳମୋଟାର ରଘୁ ମହାରଣା | ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ,ଘଟଣା ସ୍ଥଳରେ ଜଙ୍କିଆ ପୋଲିସର ତଦନ୍ତ ଜାରୀ |

Comments are closed.