ବଡ଼ଇନ୍ଦିପୁର ଗାଁ ପାର୍କରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : କାମାକ୍ଷାନଗର ଏନ୍.ଏ.ସି , ୧ ନମ୍ଵର ଓ୍ଵାର୍ଡ,ବଡ଼ ଇନ୍ଦୁପୁର ଗ୍ରାମ ଉଦ୍ୟାନ ପରିଶରରେ ବିଜୁ ଜନତା ଦଳର ୨୫ତ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।ଏଠାରେ ଢେଙ୍କାନାଳ ବିଜୁ ଯୁଵ ଜନତା ଦଳ ସଭାପତି ତଥା ନଗରପାଳ ଧର୍ମାନନ୍ଦ ପରିଡାଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ,ନେତା କର୍ମୀ ମାନେ ଉପସ୍ଥିତ ଥିଲେ ।

Comments are closed.