ଏଣିକି ଜାମ୍ମୁ-କାଶ୍ମୀର ଯାଇପାରିବେ ପର୍ଯ୍ୟଟକ
ଜାମ୍ମୁ,୭ ।୧୦: ଜାମ୍ମୁ-କାଶ୍ମୀରକୁ ବୁଲିବାକୁ ଚାଁହୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଜାମ୍ମୁ-କାଶ୍ମୀରରୁ ପର୍ଯ୍ୟଟକଙ୍କ ପାଇଁ ହଟିବାକୁ ଯାଉଛି ଆଡ଼ଭାଇଜାରି । ଏହି ଆଡଭାଇଜାରି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ । ଏହି ଆଡ଼ଭାଇଜାରି ଆସନ୍ତା ୧୦ ଅକ୍ଟୋବରରୁ ହଟାଯିବ । ତେବେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହି ଆଡଭାଇଜାରି ଜାରି ହୋଇଥିଲା ।
Comments are closed.