ଭାରତ-ପାକିସ୍ତାନ ମିଠା ବଣ୍ଟା ବଣ୍ଟି
ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୂୁଛନ୍ତି। ଏହା ସହିତ ଉଭୟ ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ କରୁଛନ୍ତି। ଏହି ଅବସରରେ ସୀମାରେ ଉଭୟ ପକ୍ଷ ସେନା ଅଧିକାରୀଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।
ସ୍ବାଧୀନତା ଦିବସ ଅବସରରେ ଅମୃତସରର ଅଟାରୀ-ୱାଘା ସୀମାରେ ପାକିସ୍ତାନ ରେଞ୍ଜର୍ସ ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ପରସ୍ପରକୁ ମିଠା ପ୍ରଦାନ କରିଛନ୍ତି।
Comments are closed.