ମହିଳାଙ୍କ ପାଇଁ ଅସୁରକ୍ଷିତ ଦେଶ ଭିତରେ ଭାରତ ପ୍ରଥମ

ବିଶ୍ୱ ପ୍ରସିଦ୍ଧ ଖବର ଅନୁସନ୍ଧାନକାରି ଥୋମସନ ରେଟ୍ୱୁରସ୍ ଫାଉଣ୍ଡେସନ ତଦନ୍ତ କରିି ପାଇଛି କି, ବିଶ୍ୱର ମହିଳା ଅସୁରକ୍ଷିତ ଦେଶ ଭିତରେ ଭାରତ ପ୍ରଥମ । ମହିଳାଙ୍କ ଉପରେ ଦିନକୁ ଦିନ ଅନ୍ୟାୟ, ଅତ୍ୟାଚାର, ଯୌନଗତ ପିଡା ବଢିବାରେ ଲାଗିଛି । ଭାରତରେ ବଳାତ୍କାର, ଧର୍ଷଣ, ଗଣ ହତ୍ୟା ଆଦି ପ୍ରତି ମିନିଟ୍ ରେ କେଉଁଠି ନା କେଉଁଠି ହେଉଛି । ଭାରତ ପରେ ଆଫଗାନିସ୍ତାନ ଓ ସାରିଆ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ।

Comments are closed.