ଭଙ୍ଗାଯିବ ଇଣ୍ଡିଆ ମେଣ୍ଟ !

ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହୀ ଯାତ୍ରା ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି। ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ ପଦକ୍ଷେପ ଭାବରେ ଦେଖାଯାଉଛି।

ମମତା ବାନାର୍ଜୀ ଏବଂ ଭଗଓ୍ବନ୍ତ ମାନଙ୍କ ପରେ ବର୍ତ୍ତମାନ ନୀତୀଶ କୁମାର ମଧ୍ୟ କଂଗ୍ରେସଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ନୀତୀଶଙ୍କର ଏହି ପଦକ୍ଷେପରୁ ଏହା ଅନୁମାନ କରାଯାଉଛି। ନୀତୀଶ କୁମାର ପାଟନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ତେଣୁ ଭାରତ ନ୍ୟାୟ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ବୋଲି କୁହାଯାଉଛି।

Comments are closed.