ମେହସାନା କେସରେ ହାର୍ଦ୍ଦିକଙ୍କୁ ୨ ବର୍ଷ ଜେଲ୍

୨୦୧୫ ମସିହାରେ ଗୁଜୁରାଟର ମେହସାନା ଅନ୍ତର୍ଗତ ବିସନଗରରେ ବିଧାୟକଙ୍କ ଅଫିସ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପଟିଦାର ନେତା ହାର୍ଦ୍ଦିକ୍ ପଟେଲଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି । ଆଜି ବିସନଗର କୋର୍ଟ ପଟେଲଙ୍କୁ ଏହି ଦଣ୍ଡ ଶୁଣାଇଛି । ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ୍ରେ ଭଙ୍ଗାରୁଜା କରିବା ଅଭିଯୋଗରେ ହାର୍ଦ୍ଦିକଙ୍କ ସହିତ ଲାଲାଜୀଙ୍କୁ ମଧ୍ୟ ୨ ବର୍ଷ ଜେଲ୍ ହୋଇଛି ।

Comments are closed.