ପୁଣି ଘୁଞ୍ଚିଲା ଖରାଛୁଟି: ୨୧ରୁ ୨୫କୁ ବୃଦ୍ଧି
ଖରାର ଉତାପ ଦିନକୁ ଦିନ ବଢିବାରେ ଲାଗିଛି ଯାହାକୁ ଆଖିରେ ରଖି ବିଦ୍ୟାଳୟର ଛୁଟିକୁ ୨୫ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି । ରଜ ପରେ ଅର୍ଥାତ୍ ଜୁନ୍ ୧୮ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା ହୋଇଥିଲା । ପରନ୍ତୁ ଗ୍ରୀଷ୍ମ ପ୍ରବାହ ଜାରୀ ଥିବାରୁ ଛୁଟି ୨୧କୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଖରାର ତାପମାତ୍ରା ପ୍ରାୟଃ ୪୦ ଡିଗ୍ରୀରୁ ଅଧିକ ଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖରା ଛୁଟି ୨୫କୁ ପୁଣି ବୃଦ୍ଧି କରିଛନ୍ତି ।
Comments are closed.