ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀ

ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀ । ସଧାରଣ ସଭା କରିବା ସହ ରୋଡ୍ ସୋ’ରେ ସାମିଲ ହେବେ । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଉତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବେ ।

Comments are closed.