କରୋନା ଟିକାର ଚତୁର୍ଥ ଡୋଜ ଦିଆଯିବ

କୋପେନହେଗେନ  : ପୃଥିବୀରେ ପ୍ରାୟ ୩ ବର୍ଷ ଧରି କରୋନା ମହାମମାରୀ ସଂକ୍ରମଣ ଜାରି ରହିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ -୧୯ ଟିକା ପ୍ରୟୋଗ କରାଯାଉଛି। କିନ୍ତୁ ଏହା ମଧ୍ୟ ଅଧିକ ସମୟ କାମ କରୁନାହିଁ । ଏଭଳି ପରିସ୍ଥିତିରେ ଭାରତ ସମେତ ଅନେକ ଦେଶ ବୁଷ୍ଟର ଡୋଜ ଦେବା ଆରମ୍ଭ କରି ଦେଇଛନ୍ତି।

ଦ୍ୱିତୀୟ ଡୋଜର ୯୦ ଦିନ ପରେ ଏହା ଦିଆଯାଉଛି । ଏବେ ଡେନମାର୍କ ସେଶରେ ଟିକାର ଚତୁର୍ଥ ଡୋଜ୍‌ ଦେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି । ଦେଶର, ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଶୀଘ୍ର କୋଭିଡ ଟିକାର ଚତୁର୍ଥ ଡୋଜ୍‌ ଦିଆଯିବ।

Comments are closed.