ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ
ମୟୂରଭଞ୍ଜ: ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରଞ୍ଜିଆ ବ୍ଲକର ହାତୀବାରୀ ଓ ରାସଗୋବିନ୍ଦପୁର ବ୍ଲକର ଟିକପଡାଠାରେ ସାଧାରଣ ସଭା ହେବାର ଥିବାବେଳେ କରଞ୍ଜିଆ ଗସ୍ତ ବାତିଲ ହୋଇଛି ।
ରାସଗୋବିନ୍ଦପୁର ବ୍ଲକର “ଟିକପଡା” ଠାରେ ସାଧାରଣ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରୁ ଭର୍ଚ୍ଚୁଆଲ ମୋଡରେ ୧୫୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୪୪ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.