ବଡପୋଖରୀଆ ଗ୍ରାମର ଆରାଧ୍ୟ୍ୟ ପ୍ରଭୂ ଶ୍ରୀ ପତିତପାବନ ଦେବଙ୍କ ପ୍ରଥମ ଜନ୍ମୋତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ପାଳନ

ଭୁବନେଶ୍ୱର : ଚଳିତବର୍ଷ ବଡପୋଖରୀଆ ଗ୍ରାମର ଆରାଧ୍ୟ୍ୟ ପ୍ରଭୂ ଶ୍ରୀ ପତିତପାବନ ଦେବଙ୍କ ପ୍ରଥମ ଜନ୍ମୋତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଆନନ୍ଦ ଉଲ୍ଲାସର ସହ ପାଳନ କାରାଯାଇଛି…ମୁଖ୍ୟ କର୍ତ୍ତା ଭାବେ ଶ୍ରୀଯୁକ୍ତ ନବକିଶୋର ଛୋଟରାୟ ଓ ସୁବ୍ରତ ମାନଧାତା….

ଗ୍ରାମର ମୁଖ୍ୟବେକ୍ତିବିଶେଷ ଶ୍ରୀଯୁକ୍ତ ଲିଙ୍ଗରାଜ ସାମନ୍ତସିଂହାର,ଲିଙ୍ଗରାଜ ପାଇକରାୟ,ହାଡିବନ୍ଧୁ ବିଳିୟାରସିଂ,ରମେଶ ଚନ୍ଦ୍ର ନରେନ୍ଦ୍ର,ସୁନିଲ କୁମାର ମାନଧାତା,ଶରତ କୁମାର ବଡଜେନା, ସୁବାଷ ଚନ୍ଦ୍ର ଦଳ ସିଂହ ରାୟ, ଦେବାଶିଷ ଜଗଦେବ, ସୁଶିଲ୍‌ କୁମାର ବରିଶଲ, ଧନଞ୍ଜୟଛୋଟରାୟଙ୍କ ସମେତ ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ..ଏବଂ ଗ୍ରାମର ପୁଅ ତଥା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ..

Comments are closed.