ଘର ଭଙ୍ଗାରୁଜାକୁ ନେଇ ମୁହଁ ଖୋଲିଲେ ବବି, କହିଲେ…

0

ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିଲେ ଘର। ଯଦି କରିଥିଲେ କାହା ଅନୁମତିରେ କରିଥିଲେ ଏବଂ ଏବେ ଏହାକୁ କାହିଁକି ଭାଙ୍ଗୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଏବେ ବବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହି ଘର ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିଲା। ସମ୍‌ୃକ୍ତ ଘରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଥିଲା। ଘର ଖାଲିକରିବାକୁ କୁହାଯିବା ପରେ ଭଙ୍ଗାଯାଉଥିବା ପ୍ରଣବ କହିଛନ୍ତି।

Leave A Reply

Your email address will not be published.