ରାଜଧାନୀରେ ସୃଷ୍ଟି ହେଲା କ୍ରୃତିମ ବନ୍ୟା
ମୌସୁମୀର ପ୍ରଭାବରେ ସାରା ରାଜ୍ୟରେ ତୁହାଟୁଛି ବର୍ଷା । ଯାହାର ଝଲକ ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଅନ୍ତର୍ଗତ ଇସକନ୍ ମନ୍ଦିର ପାଖରେ । ଆଜି ଦିନରେ ହେଇଥିବା ବର୍ଷାରେ ମାତ୍ରା ଏତେ ଅଧିକ ଥିଲା ଯେ ସେଥିରେ ସାରା ରାଜଧାନୀ ଜଳମଗ୍ନ । ଗାଡି ମଟର ଆଦି ଭାସ ମାନ ଅବସ୍ଥାରେ ରାସ୍ତାରେ ଦେଖିବାକୁ ମିଳୁଥିବା ବେଳେ ଲୋକମାନଙ୍କର ଗମନାଗମନରେ ଅସୁବିଧା ସୃଷ୍ଟି ହେଉଛି ।
Comments are closed.