ବାବୁଶାନ ଜାମିନ ଆବେଦନର ଅନ୍ତ
କଟକ: ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି।
ଏନେଇ ବାବୁସାନ୍ଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି। ଆଗୁଆ ଜାମିନ ଆବଶ୍ୟକ ନ ଥିବା ହୃଦବୋଧ କରି କୋର୍ଟ ଏହାର ଅନ୍ତ ଘଟାଇଛନ୍ତି।
Comments are closed.