ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG ସିଲିଣ୍ଡର

ଗ୍ରାହକଙ୍କୁ ପୁଣି ମିଳିଲା ରିହାତି । ଗତ କିଛି ଦିନ ତଳେ ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଇବା ପରେ ଏବେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଜୁନ୍ ୧ ରେ ପ୍ରକାଶିତ ମୂଲ୍ୟ ଅନୁଯାୟୀ ୧୮…
Read More...

ଜାଣନ୍ତୁ, ଆପଣଙ୍କ ରାଶିରେ କ’ଣ ଅଛି ?

ସକାଳୁ ଉଠୁ ଉଠୁ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଆଜିର ଦିନଟି କେମିତି କଟିବ। ଯଦି କୌଣସି ଶୁଭ କାମ ଥାଏ, ତେବେ ଭଲରେ ହେବକି ନାହିଁ । ଆଉ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାତ୍ରା କରିବାକୁ ଥାଏ ତେବେ ତାହା ସଫଳ ହେବ…
Read More...

ମା ସାଜିଲା ରାକ୍ଷସୀ, ୬ ଛୁଆ ଙ୍କୁ କୂଅକୁ ଫିଙ୍ଗିଦେଲା

ମହାରାଷ୍ଟ୍ରର ରାୟଗଢ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ମହାଡ ତହସିଲରେ ରହୁଥିବା ଜଣେ ମହିଳା ନିଜ ୬ ଜଣ ଛୁଆକୁ କୂଅରେ ଫିଙ୍ଗିଦେଇଥିଲେ। ଆଉ…
Read More...

ଜୁନ୍‌ ୪ରେ ଦୁଲୁକିବ ଆରଡି ପୀଠ

ଚାନ୍ଦବାଲି: ପାଖେଇ ଆସୁଛି ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ଶିବ ବିବାହ ଉତ୍ସବ। ଆଉ ୩ ଦିନ ପରେ ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ…
Read More...

ଚାରି ଛୁଆକୁ ଛାଡି ମାଆ ଫେରାର

ରେଢାଖୋଲ : ଅଗ୍ନିକୁ ସାକ୍ଷୀ ରଖି ସାତଜନମ ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଜୀବନ ସାଥି ହେବା ପାଇଁ । ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ସଂସାର ଗଢିଲେ ଏକାଠି । ସବୁ କିଛି ଠିକ୍‌ଠାକ୍ ଚାଲିଥିବା ବେଳେ…
Read More...

ଗୁଜରାଟ ଆଇପିଏଲ୍‌ ୨୦୨୨ ଚାମ୍ପିଅନ ହେବା ପରେ ଟିମ୍‌କୁ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଏବେ ସାଉଥଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ଦୁହିଁଙ୍କ ମଧ୍ୟରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ ପାଇଁ ଚୟନକର୍ତ୍ତା…
Read More...

କଣ୍ଟେନର ପଛରେ ପସିଗଲା ଆମ୍ବୁଲାନ୍ସ, ୭ ମୃତ

ବରେଲୀରେ ମଙ୍ଗଳବାର ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରେଲୀରେ ଏକ କେଣ୍ଟନର ଏବଂ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ୭ ଲୋକଙ୍କ ମୃତ୍ୟୁ ହୋଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୪ ଜଣ ପୁରୁଷ…
Read More...

ହାଇସିକ୍ୟୁରିଟି ନମ୍ବର ପାଇଁ ଅନ୍‌ଲାଇନ୍‌ ସେବା

କଟକ : ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ ନିୟମ ପରେ ଏବେ ବୁକିଂ ପାଇଁ ଅନ୍‌ଲାଇନ୍‌ ସେବା ଆରମ୍ଭ । ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର(ଏଚ୍‌ଏସ୍‌ଆର୍‌ପି) ଓ ରଂଗୀନ ଷ୍ଟିକର୍‌ଯୁକ୍ତ( କଲର୍‌…
Read More...

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି

ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ବଡକେରା ଗାଁର ବସନ୍ତ ବେହେରା ଓ…
Read More...

ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍

ଭୁବେନଶ୍ୱର : ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍।  ପହିଲାରୁ ରାଜଧାନୀ ଭୁବନେଶ୍ୱରରେ  ଛେନା ଓ ପନିର ଦାମ୍‌ ବୃଦ୍ଧି ପାଇବ।  ଛେନା କିଲୋ ପିଛା  ୧୮୦ ଟଙ୍କା ଏବଂ  ପନିର୍‌ କିଲୋ ପିଛା  ୨୫୦ ଟଙ୍କାରେ ବିକ୍ରି ହେବ।…
Read More...