ନିଜକୁ ନିଜେ ବିବାହ କରିବେ ଯୁବତୀ

ଯିଏ ବର ସିଏ କନ୍ୟା । ହିନ୍ଦୁ ରୀତିନୀତିରେ ବିବାହା ହେବ। ଗୁଜରାଟ ବଦୋଦରାର ଜଣେ ଯୁବତୀ ନିଜକୁ ବିବାହ କରିବେ । ଯୁବତୀଙ୍କ ନାଁ କ୍ଷମା ବିନ୍ଦୁ। ଆସନ୍ତା ୧୧ରେ ଏହି ବିବାହ ହେବାକୁ ଯାଉଛି । ସବୁ ରୀତିନୀତିରେ ବିବାହ…
Read More...

ଆଜି ଆପଣଙ୍କ ରାଶିରେ କ’ଣ ଅଛି !

ମେଷ: ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। କଡା କଥା କାହାକୁ କୁହନ୍ତୁ ନାହିଁ। ସାବଧାନତାର ସହ ରାସ୍ତା ପାର ହୁଅନ୍ତୁ। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ। ବୃଷ : ଧନପ୍ରାପ୍ତି ହେବ। ଦୀର୍ଘ ଦିନ…
Read More...

ଗାଡି ସହ ଜଳିଗଲେ ଯୁବକ

ଭଞ୍ଜନଗର : ବାଇକ୍‌ ସହ , ଜଳିଗଲେ ଯୁବକ । ରାସ୍ତାକଡ଼ ଗଛରେ ଚଳନ୍ତା ବାଇକ୍‌ ପିଟି ହେବା ପରେ ବାଇକ୍‌ ରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଯୁବକ ଜଣକ , ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସାଥିରେ ଥିବା ଜଣେ ସହଯୋଗୀ…
Read More...

ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ

ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍‌ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ…
Read More...

ଅଲବିଦା କେକେ : ବର୍ସୋଭା ଶ୍ମଶାନରେ ଦିଆଯିବ ଅନ୍ତିମ ବିଦାୟ

ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିବା ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନଥ କେକେଙ୍କ ପରଲୋକ ହୋଇଛି । ତେବେ ଆଜି କେକେଙ୍କ ଅନ୍ତିମ ସଂସ୍କାର ହେବ । ବୁଧବାର ରାତିରେ ତାଙ୍କ ପାର୍ଥିବ ଶରୀର…
Read More...

ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ

ଅନୁଗୁଳ : ଏସ୍‌ଟିଏଫ୍‌ କବ୍‌ଜାରେ ହାତୀ ଦାନ୍ତ ଚୋରା ଚାଲାଣକାରୀ। ୪ କେଜି ୫୦୦ ଗ୍ରାମର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି। ଚୋରା ଚାଲାଣକାରୀ ଦୁର୍ଯ୍ୟାଧନ ପ୍ରଧାନକୁ ଗିରଫ କଲା ଏସ୍‌ଟିଏଫ୍‌। ଅନୁଗୁଳ ବନବିଭାଗ…
Read More...

ସୋନିଆ ଗାନ୍ଧୀଙ୍କୁ କରୋନା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି। ସୁରଜେଓ୍ଵାଲା କହିଛନ୍ତି କି, ସୋନିଆ ଗାନ୍ଧୀ ଗତ କିଛି ଦିନ ଭିତରେ ଯେଉଁ ନେତା…
Read More...

ମଦର ହୋମ୍‌ ଡେଲିଭରି ବନ୍ଦ କଲେ ସରକାର

ମହାରାଷ୍ଟ୍ର : ବନ୍ଦ ହେଲା ମଦର ହୋମ୍‌ ଡେଲିଭରି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ହୋମ୍‌ ଡେଲିଭରି ବନ୍ଦ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ମହାରାଷ୍ଟ୍ରର…
Read More...

ଗାଧୋଇବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା…
Read More...

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟର ଏକ ଗ୍ରୀଷ୍ମ ଅବକାଶ ବେଞ୍ଚରେ…
Read More...