ରାଜଧାନୀରେ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରାରେ ବର୍ଷା

ଭୁବନେଶ୍ୱର : ରାଜଧାନୀରେ ପ୍ରବଳ ବର୍ଷା। ସକାଳୁ ପାଗ ଖରାଟିଆ ଥିଲା। ମଧ୍ୟାହ୍ନରେ ଆକାଶ ମେଘାଚ୍ଛନ ହେବା ସହ ମାଡ଼ି ଆସିଥିଲା ବର୍ଷା। କିଛି ସମୟ ପରେ ବିଜୁଳି ଓ ଘଡ଼ଘଡ଼ି ସହ ମୂଷଳଧାରରେ ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ…
Read More...

ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ର ଟ୍ରେଲର ରିଲିଜ

ସାମ୍ନାକୁ ଆସିଲା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ର ଟ୍ରେଲର। ଅକ୍ଷୟଙ୍କ ସବୁ ଧ୍ୟାନ ଏବେ ଏହି ଫିଲ୍ମ ଉପରେ ରହିଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ଭାଇ…
Read More...

ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍

ଭଦ୍ରକ : ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି…
Read More...

ଆଜି ୧୩ ଜିଲ୍ଲାରେ ପ୍ରବଳ କାଚିବା ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ…
Read More...

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ଖୁଣ୍ଟଗାଁ ଗ୍ରାମରେ ଘରୋଇ କଳିକୁ ନେଇ ଅଘଟଣ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି। ଖୁଣ୍ଟଗାଁ ଗ୍ରାମର ବିଶେଶ୍ୱର କୁମୁରା ଏବଂ ବାଣେଶ୍ୱର କୁମୁରା ଦୁଇ…
Read More...

ମହଙ୍ଗା ପଡ଼ିଲା ୭୦ ବର୍ଷରେ ଦ୍ୱିତୀୟ ବିବାହ ସ୍ୱପ୍ନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଠକେଇର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୭୦ ବର୍ଷ ବୟସ୍କ ହୃଦରୋଗ ବିଶେଷଜ୍ଞଙ୍କ ସହ ପ୍ରତାରଣା କରିଛନ୍ତି। ମହିଳା ଜଣକ ବିବାହର ବାହାନାରେ ଜଣେ…
Read More...

ଥାଇଲାଣ୍ଡ ଗସ୍ତରେ ଭାରତୀୟ ମହିଳା ଟିମ

ଭୁବନେଶ୍ୱର : ଥାଇଲାଣ୍ଡରେ ହେବାକୁ ଥିବା ଏସୀୟ ଭଲିବଲ୍‌ କନଫେଡେରେସନ୍‌ ଚ୍ୟାଲେଞ୍ଜ କପ୍‌ରେ ଭାଗ ନେବାକୁ ଭାରତୀୟ ମହିଳା ଭଲି ବଲ୍‌ ଦଳ ଆସନ୍ତାକାଲି ଗସ୍ତ କରିବ । ଆଜି ଟିମ୍‌୍‌ର ଖେଳାଳିମାନଙ୍କ ସହ କୋଚ୍‌ଙ୍କୁ…
Read More...

ବିଳମ୍ବିତ ରାତିରେ ଶୋଇଲେ ଭୋଗିବେ ସାଙ୍ଘାତିକ ଅବସ୍ଥା

ଆଜିକାଲି ଓ୍ଵାର୍କ କଲଚର ଓ ଲାଇଫ ଷ୍ଟାଇଲ ଏମିତି ହୋଇଗଲାଣି ଯେ ଶରୀରରେ କିଛି ନା କିଛି ସମସ୍ୟା ଦେଖାଯାଉଛି । ଏଥିପାଇଁ ବିଳମ୍ବିତ ରାତିରେ ଶୋଇବା ହିଁ ଏହାର ମୁଖ୍ୟ କାରଣ ହୋଇଥାଏ । ଠିକ୍‌ ସମୟରେ ନ ଶୋଇବା ଦ୍ୱାରା…
Read More...

କ’ଣ କହୁଛି ଆପଣଙ୍କ ରାଶି

ମେଷ: ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର, ଈର୍ଷା ଓ ଘୃଣା ପରି ନକରାତ୍ମକ ମନଭାବନା ବି କମିଯିବ।…
Read More...

ଶେଷରେ ଆଖିବୁଜିଲା ପାଣି ଭିତରେ ଫସି ରହିଥିବା ଦନ୍ତା

ସମ୍ବଲପୁର : ପାଞ୍ଚ  ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା । ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟ ପୋଖରୀ ପଙ୍କରେ ଫସିଥିବା ହାତୀର ମୃତ୍ୟୁ ହୋଇଛି । ଗତ ପାଞ୍ଚ ଦିନ ତଳେ…
Read More...