ସ୍ୱାଭିମାନ ଅଞ୍ଚଳରୁ ଜବତ ହେଲା ମାଓ ସାମଗ୍ରୀ

ମାଲକାନଗିରି(ଅପୂର୍ବ ଥଣ୍ଡର) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ଯନ୍ତ୍ରି ପଂଚାୟତର ଟାଭେରୁ ନିକଟସ୍ଥ ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ବିଏସଏଫ। ଗତ…
Read More...

ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ବାଗତ , ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ବାଗତ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ଵାବଧାନରେ…
Read More...

ଚାରଭଟାରେ ବିଭତ୍ସ ହତ୍ଯାକାଣ୍ଡ ,ମାଲିକକୁ ହତ୍ଯାକଲା ଡ୍ରାଇଭର ,ଅଭିଯୁକ୍ତ ଗିରଫ

ତରଭା(କଲ୍ୟାଣ ନାୟକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ ଚାରଭଟା ଗ୍ରାମ ରେ ଗତ ଶନିବାର ତା 23- 4- 22 ରିଖ ଏକ ଚାଞ୍ଚଲ୍ୟକର ବିଭତ୍ସ ହତ୍ଯାକାଣ୍ଡ ଘଟିଛି ।ପୋଲିସ ସୁତ୍ର ରୁ ପ୍ରକାଶ ଉକ୍ତ ଦିନ ହତ୍ୟାକାଣ୍ଡ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ

କେନ୍ଦ୍ରାପଡ଼ା(ପ୍ରଫୁଲ କୁମାର ମଲ୍ଲ) : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଟିରା ଗ୍ରାମରେ ନିଛାଟିଆ ଜଙ୍ଗଲିଆ ରାସ୍ତା କଡ଼ରେ ଥିବା ଏକ ବରଗଛ ଡାଳରେ ବେକରେ ଗାମୁଛା ଲଗାଇ ମୃତ ଅବସ୍ଥାରେ ଯୁବକକୁ…
Read More...

ସାପ୍ତାହିକ ହାଟ ସାରି ଫେରୁଥିବା ସମୟରେ ଡଙ୍ଗା ବୁଡ଼ି ଦୁଇ ନିଖୋଜ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳ ଓରାପଦର ଗ୍ରାମର ୩ ଜଣ…
Read More...

ଫଳକ ଭଙ୍ଗା ଦୁର୍ବୃତ୍ତଙ୍କ କାର୍ଯ୍ୟକୁ ଘୋର ନିନ୍ଦା କଲେ ନୂଆଗାଁ ବ୍ଲକ ଜନସାଧାରଣ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ । ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତରେ ବିଭିନ୍ନ…
Read More...

ସାପକୁ ଖେଳାଇବା ହେଲା କାଳ,ସାପ କାମୁଡ଼ାରେ ଚାଲିଗଲା ଜୀବନ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ବିଷାକ୍ତ ସାପକୁ ଖେଳାଇବା ମହଙ୍ଗା ପଡିଛି | ବିଷାକ୍ତ ସାପ କାମୁଡାରେ ସାପ ଧରାଳିଙ୍କୁ ନିଜର ଜୀବନ ଦେବାକୁ ପଡିଛି | ମୃତ ବ୍ୟକ୍ତିଙ୍କର ନାମ ହୁଲାସ ରାଉତ,୫୫ ବର୍ଷ,ଘର ଲକ୍ଷ୍ମୀଧର…
Read More...

ଥୋଡି କାମୁଡି ଛିଡ଼ାଇ ଦେଲା ମଦ୍ୟପ ଯୁବକ !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଜଣେ ଗାଡି ଚାଳକ ଗାଁରେ ଉତ୍ପାତ ମଚାଉଥିବା ବେଳେ ବାରଣ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ନିଜର ଥୋଡି ହରାଇବାକୁ ପଡିଛି | ଥୋଡି ହରାଇ ଯୁବକ ଜଣକ ଗୁରୁତର ହୋଇଛନ୍ତି ପ୍ରଥମେ ତାଙ୍କୁ…
Read More...

ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଖୋର୍ଦ୍ଧା (ସଞ୍ଜୀବ କୁମାର) : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଟଣୀ ଗୋଷ୍ଠୀ…
Read More...

ଗଇଁତି ମାଡରେ ଯୁବକ ଗୁରୁତର !!

ଖୋର୍ଦ୍ଧା ( ରାକେଶ କୁମାର ଜଗଦେବ) : ଘର କାମ ଚାଲୁଥିବା ବେଳେ ଗଇଁତି ମାଡରେ ଯୁବକ ଗୁରୁତର , ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି | ଗୁରୁତର ଯୁବକଙ୍କ ନାମ ରଂଜିତ୍ ସେଠୀ ବୟସ ୩୮…
Read More...