ନୟାଗଡ ପୋଲିସର ଚଢ଼ାଉ, ଦୁଇଟି ବାଇକ 8ଟି ବୋମା ସହ 2 ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ ପୋଲିସକୁ ମିଳିଛି ବଡ଼ ସଫଳତା l ନୟାଗଡ ରେଲୱେ ଷ୍ଟେସନ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ନୟାଗଡ ଟାଉନ ଥାନା ପୋଲିସ ଚଢ଼ାଉ କରି 2 ଜଣ ଡକାୟତକୁ ଗିରଫ…
Read More...

ଗୋବଂଶ ସୁରକ୍ଷା ନେଇ ସୁରଭି ଜନଜାଗରଣ ମହାମଞ୍ଚ ବୈଠକ

ଜଟଣୀ(ସଞ୍ଜୀବ କୁମାର) : ଗୋବଂଶକୁ ସୁରକ୍ଷା ଦେବାଲାଗି ସୁରଭି ଜନଜାଗରଣ ମହାମଞ୍ଚ ର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜଟଣୀବ୍ଲକ ଅଙ୍ଗାରପଡା ପଞ୍ଚାୟତ ମଧୂପୁର ଗ୍ରାମରେ ଆୟୋଜିତ ହୋଇଯାଇଛି । ଜନଜାଗରଣ ମହାମଞ୍ଚର ପ୍ରଦୀପ…
Read More...

ହାଇୱା ଧକ୍କାରେ ସ୍କୁଟି ଚାଳକ ମୃତ

ରଣପୁର(ଚିରଞ୍ଜିବି ଦାଶ) : 16ନଂ ଜାତୀୟ ରାଜପଥ ଚମ୍ପାଗଡ଼ ଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି l ସେ ଭୁବନେଶ୍ୱରରୁ ସ୍କୁଟି ଯୋଗେ ଟାଙ୍ଗୀ ଆସୁଥିବା ବେଳେ ଏକ ନମ୍ବର ବିହୀନ ହାଇୱା…
Read More...

ସହକାରୀ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ନିକଟସ୍ଥ ପାଣ୍ଡିଆବିଳି ବିଟିପୁର କୃପାସିନ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦ୍ର ଶେଖର ଦାସଙ୍କୁ ଆଜି ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ…
Read More...

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ୨ ବଳଦ ସମେତ ୨ କୋକିସିଆଳ ମୃତ

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ୨ ବଳଦ ସମେତ ୨ କୋକିସିଆଳ ମୃତ | କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା…
Read More...

କାଳ ବୈଶାଖ ର ତାଣ୍ଡବଲୀଳା, ବିଜୁଳି ତାର ଛିଡାଇବା ସହ ଘର ଭାଙ୍ଗିଲା

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ପ୍ରବଳ ପବନ ବର୍ଷା ଯୋଗୁଁ ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତ ର ବଳଦା ଗୁଡ଼ାସାହି ଠାରେ ଶୁଖିଲା ଶାଳ ଗଛ ପଡି ୧୧ କେଭି ବିଦ୍ୟୁତ ତାର ଛିଡି ତଳେ ପଡିଯାଇଛି ଏବଂ ସେହି ଗ୍ରାମର…
Read More...

ଚାରି ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗିରଫ,8 ବାଇକ ଉଦ୍ଧାର

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଆଜି ଏକ ଚୋରା ବାଇକ ରାକେଟର ଖୋର୍ଦ୍ଧା ଟାଉନ ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କୌଣସି ଏକ ସୂତ୍ରରୁ ଖୋର୍ଦ୍ଧା ପୁରୁଣା ବସ…
Read More...

ଅଗ୍ନି ବିପନ୍ନଙ୍କ ପାଖରେ ପହଁଚିଲେ ପ୍ରଶାସନିକ ଅଧିକାରୀ

ରାଜକନିକା(ପ୍ରଣୟ ନାୟକ) : ଗତ 31 ତାରିଖ ବିଳମ୍ବିତ ରାତିରେ ରାଜକନିକା ବ୍ଲକ କୋରନ୍ଦ ପଂଚାୟତ, ନଦିମାର ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁରେ ଛଅ ବଖରା ଘର , ଦୁଇଟି ଗୋରୁ ପୋଡି ପାଉଁଶ ହୋଇଯାଇଥିଲା | ଖବର…
Read More...

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ରଣପୁର(ଚିରଞ୍ଜିବି ଦାଶ) : ପୋଖରୀରେ ବୁଡି ଆଠ ବର୍ଷର ନାବାଳକ ମୃତ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ପିମ୍ପଲ ଗ୍ରାମରେ l ମୃତ ନାବାଳକ ହେଲେ ପିମ୍ପଲ ଗାଁର ପୁଷ୍କର…
Read More...

ଭୟାଭୟ ଅଗ୍ନିକାଣ୍ଡରେ ଜଣେ ଗୁରୁତର ଓ ଦୁଇଟି ଗାଈ ଜୀବନ୍ତ ଦଗ୍ଧ

ରାଜକନିକା(ପ୍ରଣୟ ନାୟକ) : ରାଜକନିକା ବ୍ଲକ ଅନ୍ତର୍ଗତ ନନ୍ଦୀ ମାହାରା ଗ୍ରାମରେ ଗତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଯାଇଛି | ହୃଷିକେଶ ଧଳଙ୍କ ଆଠ ବଖରା ଚାଳ ଛପର ପୋଡି ପାଉଁଶ ହୋଇଯାଇଛି, ନିଆଁ ରେ ଜଣେ ଗୁରୁତର ଆହତ…
Read More...