ବିଦ୍ୟୁତ ସମସ୍ୟା ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନରେ ବିଦ୍ୟୁତ ର ଚାଲିଛି ଲୁଚକାଳି ଖେଳ।ଗ୍ରାହକ ସମେତ ଜନସାଧାରଣ ରେ ତୀବ୍ର ଅସନ୍ତୋଷ।ନୂଆଗାଁ ସେକ୍ସନ ଅଧୀନରେ ନୂଆଗାଁ, ଜାକେଡା,କୋରଡ଼ା,ଆଦି ପଞ୍ଚାୟତ…
Read More...

ମହିଳାଙ୍କ ପ୍ରସବ ଦ୍ୱାରରେ ଡାକ୍ତର ଛାଡିଲେ ଗଜକନା, ମେଡ଼ିକାଲରେ ରୋଗୀ ସମ୍ପର୍କୀୟଙ୍କ ହଙ୍ଗାମା

କଳାହାଣ୍ଡି(ରୋହିତ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାରେ ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଛି ଜ଼ିଲ୍ଲା ର ବିଭିନ୍ନ ଚିକିତ୍ସାଳୟ l କେବେ ରୋଗୀଙ୍କୁ ମାଡ଼ ମାରି ଡାକ୍ତର ଗିରଫ ତ କେବେ…
Read More...

ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ପିକଅପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ସ୍ଵସ୍ତିକ ନାୟକ।ଗୁରୁତର ଚନ୍ଦନ…
Read More...

ଲକ୍ଷାଧିକ ଟଙ୍କାର କାଠ ଜବତ ସହ ଜଣେ ଅଟକ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ବନ କର୍ମଚାରୀମାନଙ୍କ ଦ୍ୱାରା ଏମଭି-୧୯ ଗ୍ରାମର ଜଣଙ୍କ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ପଟ୍ଟା ଜବତ କରିବା ସହ ଜଣକୁ ଅଟକ ରଖିଛନ୍ତି ।…
Read More...

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୧୯ ଟି ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

ଜୀବିକା ମିଶନ ତରଫରୁ କର୍ମଶାଳା ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଓଡ଼ିଶା ଜୀବିକା ମିଶନ , ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ତରଫରୁ ମା ପେଟେଇ ଚଣ୍ଡୀ ପୀଠ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…
Read More...

ବନ ବିଭାଗ ପକ୍ଷରୁ ଚଢ଼ାଉ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ନୂଆ ଗାଁ ଗ୍ରାମର 60 ବର୍ଷୀୟ ଝରି ଶ୍ରୀଚନ୍ଦନଙ୍କ ଘରେ ଗତକାଲି ଜଙ୍ଗଲି ମାଂସ ରୋଷେଇ ହୋଇଥିଲା ତେବେ ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଚଢ଼ାଉ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସିଙ୍କୁଳା ତଇଲା ପଡ଼ା ଗ୍ରାମବାସୀ

ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଅଧିନରେ ରହିଛି ସିଙ୍କୁଳା ତଇଲା ପଡ଼ା ଆଦିବାସୀ ଗ୍ରାମ । ସିଙ୍କୁଳା ତଇଲା ପଡ଼ା କୁ ମିଳିନଥିଲା ରାଜସ୍ବ ଗ୍ରାମର ମାନ୍ୟତା।…
Read More...

ଶ୍ରମିକଙ୍କୁ ଦଳିଦେଲା ଦନ୍ତାହାତୀ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : କୟଥ ପଲାରେ ହାତୀ ଆତଙ୍କ | ଗାଁ ମୁଣ୍ଡ ଗହୀରରେ ଶ୍ରମିକଙ୍କୁ ଦଳି ଦେଲା ଦନ୍ତା | କ୍ଷତ ବିକ୍ଷତ ଅବସ୍ଥାରେ ଶ୍ରମିକଙ୍କୁ ଉଦ୍ଧାର କଲା ବନ ବିଭାଗ |ଘଟଣା ଘଟିଛି ଖୋର୍ଦ୍ଧା ବନ ଖଣ୍ଡ…
Read More...

ଗରମ ଭାତର ପେଜ ପଡି ଯୁବକ ଗୁରୁତର

ବଲାଙ୍ଗୀର(ଫିରୋଜ କୁମାର ସାହୁ) : ଟିଟିଲାଗଡ଼ର ବାନ୍ଧୁପଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମର 19 ବର୍ଷ ବୟସର ଦେବାଶିଷ ପୋଡ ନାମକ ଜଣେ ଯୁବକ ଚୁଲିରେ ଭାତ ରାନ୍ଧୁଥିବା ସମୟରେ ଚୁଲିର ଜଲୁଥିବା କାଠକୁ…
Read More...