ଦୁଃଖଦ ଖବର, ୩ ଯବାନ ଶହୀଦ

ଶ୍ରୀନଗର : ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ ଷଡଯନ୍ତ୍ର ବିଫଳ ହୋଇଛି। ଜମ୍ମୁ ପରଗଲରେ ଉରି ଆକ୍ରମଣ ଭଳି ଏକ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀଙ୍କ ଦ୍ୱାରା ପଣ୍ଡ କରାଯାଇଛି। ସେନା ଶିବିରରେ ପ୍ରବେଶ କରିବାକୁ…
Read More...

ରକ୍ଷା ବନ୍ଧନ ପାଇଁ ମହିଳାଙ୍କୁ ମାଗଣା ବସ ସେବା

ଚଣ୍ଡିଗଡ: ଆଜି ରକ୍ଷା ବନ୍ଧନ ରକ୍ଷାବନ୍ଧନ। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଭାଇର ଶୁଭ କାମନା କରୁଛି।  ଆଜି ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ବସ୍‌ ସେବା ଘୋଷଣା କରିଛନ୍ତି ହରିଣାୟା ସରକାର । ଅଗଷ୍ଟ ୧୦…
Read More...

ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର

ନୂଆଦିଲ୍ଲୀ: ଆଜି ଦେଶର ୧୪ତମଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର। ଦିନ ସାଢେ ବାରଟା ସମୟରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ। ନୂଆ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ମହାମହିମ…
Read More...

ଅଦାନୀଙ୍କୁ Z+ ସୁରକ୍ଷା

ନୂଆଦିଲ୍ଲୀ: ଏସିଆର ଏକ ନମ୍ବର ଓ ବିଶ୍ୱର ୪ ନମ୍ବର ଧନୀ ଗୌତମ ଆଦାନୀଙ୍କ ସୁରକ୍ଷା ବଢ଼ାଇଲେ କେନ୍ଦ୍ର ସରକାର। ଆଦାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବି ଇଣ୍ଟେଲିଜେନ୍ସର ସୂଚନା ଅନୁସାରେ ତାଙ୍କୁ ଏଭଳି…
Read More...

କମିଲା ସୁନା ଦର, ଜାଣନ୍ତୁ କେତେ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା କମି ୪୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬୦ ଟଙ୍କା କମି ୫୧,୬୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ…
Read More...

ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଗୋଟିଏ ଡୋରିରେ ବାନ୍ଧି ରଖେ ରାକ୍ଷୀ । ଭାଇର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନୀରୋଗ ଜୀବନ କାମନା କରି ସୁରକ୍ଷାକବଚ ସ୍ୱରୂପ ଭଉଣୀଟିଏ…
Read More...

ଖାଉଟିଙ୍କା ଚିନ୍ତା, ହୁ ହୁ ହୋଇ ବାଢୁଛି ଡ଼ାଲି ଦର

ନୂଆଦିଲ୍ଲୀ : ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ…
Read More...

କୋର୍ବୋଭାକ୍ସ ଟିକାର ବୁଷ୍ଟର ଡୋଜ଼କୁ ଅନୁମତି

ନୂଆଦିଲ୍ଲୀ : ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ମଞ୍ଜୁରୀ ଦେଇଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା…
Read More...

ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା ସୁବିଧା ମିଳିବ। ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି। ଏଥିସହ…
Read More...

ଶୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପା ଶେଟିଙ୍କ ଗୋଡ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହ ବଡ଼ ଦୁର୍ଘଟଣା ଘଟିଛି। ଆଗାମୀ ସିରିଜର ଶୁଟିଂ ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଶିଳ୍ପା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କୁ ଏକ…
Read More...