ଲଗାଣ ବର୍ଷା, ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଖୋଲିଲା ହୀରକୁଦର ଆଉ ୪ଟି ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ…
Read More...

ଶ୍ରୀମନ୍ଦିରରେ ଧୁମଧାମରେ ପାଳନ ହେଉଛି ବଡ ଠାକୁରଙ୍କ ଜନ୍ମ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ…
Read More...

ଏହି ୪ଟି ୟୁଟ୍ୟୁବ ଚାନେଲ ପ୍ରଚାର କରିବ ଜଗନ୍ନାଥ ସଂସ୍କୃତି

ପୁରୀ : ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍‌ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ ଷ୍ଟୁଡିଓ ପକ୍ଷରୁ ଗୁରୁବାର ବଳଗଣ୍ଡି ସ୍ଥିତ ଭକ୍ତ…
Read More...

ଏଥର ଦଶହରାରେ ଗହଳ ଚହଳ ହେବ କଟକ

କଟକ : ଏଥର ଗହଳ ଚହଳ ହେବ କଟକ ।  କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ…
Read More...

ଏମିତି ଦୂର କରନ୍ତୁ ତ୍ୱଚାରୁ କଳା ଦାଗ

ଭୁବନେଶ୍ୱର : ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଅନେକ ଲୋକଙ୍କ କ୍ଷେତ୍ରରେ ତ୍ୱଚାରେ କଳାଦାଗ ପଡିବା ମଧ୍ୟ ଦେଖା ଦେଇଥାଏ । ତେବେ ତ୍ୱଚାରେ କଳାଦାଗ ଦେଖା ଦେଉଥିଲେ, ଫ୍ରେଶ୍ ମଲାଇରେ…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ମୟୂରଭଞ୍ଜ:  ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରଞ୍ଜିଆ ବ୍ଲକର ହାତୀବାରୀ ଓ ରାସଗୋବିନ୍ଦପୁର ବ୍ଲକର ଟିକପଡାଠାରେ ସାଧାରଣ ସଭା ହେବାର ଥିବାବେଳେ କରଞ୍ଜିଆ ଗସ୍ତ ବାତିଲ ହୋଇଛି ।…
Read More...

ଆଜିଠୁ ଉପଲବ୍ଧ ହେବ କୋର୍ବେଭାକ୍ସ କୋଭିଡ୍‌ ଟିକା

ନୂଆଦିଲ୍ଲୀ : ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକା ଆଜିଠାରୁ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଘରୋଇ ଏବଂ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହା ମିଳିବ। କେନ୍ଦ୍ର ସରକାରଙ୍କୁ…
Read More...

୧୫ ଯାଏ କାଚିବ ବର୍ଷା

ଭୁବନେଶ୍ବର : ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ତାରିଖ ପରେ ବର୍ଷା କମିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି…
Read More...

ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ଟ୍ରମ୍ଫଙ୍କ ଘରେ ଏଫବିଆଇ!

ୱାଶିଂଟନ : ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚଢାଉ ସମୟରେ ନ୍ୟୁକ୍ଲିୟର ତଥ୍ୟ ସହ ଅନ୍ୟ…
Read More...

ବିଜେପିକୁ ଆକ୍ଷେପ କରି ଏମିତି କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦୋକାନୀମାନଙ୍କଠାରୁ ଜାତୀୟ ପତାକା କିଣିବା ଲାଗି ରେସନ୍‌ କାର୍ଡଧାରୀମାନଙ୍କୁ ବାଧ୍ୟ କରାଯାଉଛି ବୋଲି ଗତକାଲି ‘ବିଜେପି’କୁ ଆକ୍ଷେପ କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି। ‘ବିଜେପି’…
Read More...