ଛାତିଏ ପାଣିରେ ପଶି ଶ୍ମାଶାନକୁ ନେଲେ ଶବ

ନବରଙ୍ଗପୁର: ନାଳ ଭିତରେ ଛାତିଏ ପାଣିରେ ପଶି କୋକେଇକୁ କାନ୍ଧ ଦେଲେ ପରିବାର ଲୋକେ ।  ଆଗରେ ବିପଦ, କିନ୍ତୁ ଶବ ସତ୍କାର ପାଇଁ ଭରା ନାଳ ପାର୍ କରିଥିଲେ ପରିବାର ଲୋକେ । ନାଳର ସୁଅକୁ କାଟି ଆରପାରିରେ ମଶାଣିରେ ପହଞ୍ଚି…
Read More...

ପୁଣି ଫୁଲୁଛି ବୈତରଣୀ

ଯାଜପୁର : ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ରବିବାର ପୁଣି ଫୁଲି ଉଠିଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳେ ୧୮.୮୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୧୫ ତାରିଖରେ…
Read More...

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଦୀପକ ହୁଡା

ହରାରେ : ଦ୍ୱିତୀୟ ଦିନିକିଆରେ ଭାରତ ଆୟୋଜକ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଯଦିଓ ସିରିଜ ଟିମ ଇଣ୍ଡିଆ ଏହାର ନାମ…
Read More...

ଏସପିଜି ବାହିନୀରେ ସାମିଲ ହେବେ ଦେଶୀ କୁକୁର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଦଳ (ଏସପିଜି) କର୍ନାଟକର ଏକ ଦେଶର ପ୍ରଜାତିର କୁକୁର ମୁଧୋଲ ହାଉଣ୍ଡକୁ ତାଲିମ ପାଇଁ ଚୟନ କରାଯାଇଛି। ଏହି ପ୍ରଜାତି…
Read More...

ନାଁ’ ବଦଳାଇବେ ଅଭିନେତ୍ରୀ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍‌ନେମ ଯୋଡ଼ିବେ। ଆଲିଆ-ରଣବୀର ୨୦୨୨ ଏପ୍ରିଲରେ ବିବାହ କରିଥିଲେ। ଫିଲ୍ମ…
Read More...

ଚାଇନାରେ ପ୍ରବଳ ବଢୁଛି ତାପମାତ୍ରା, ରେଡ ଆଲର୍ଟ ଜାରି

ବେଜି : ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍‌ହୁଇ ଏବଂ ଅନ୍ୟାନ୍ୟ କେତେକ…
Read More...

ଭୁଲ ମାଗିଲେ ଓଲିଉଡ଼ ସୁପରଷ୍ଟାର ବାବୁଶାନ

ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି ଶନିବାର ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ନିକଟରେ ଘଟିଥିବା ଘଟଣାକୁ ନେଇ ଅନୁତାପ ପ୍ରକାଶ କରୁଛନ୍ତି। ଭିଡିଓ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ କ୍ଷମା…
Read More...

ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ

ଭୁବନେଶ୍ୱର : ରାଜଧାନୀସ୍ଥିତ ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଶନିବାର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ। ସେ କିଛିଦିନ ଧରି ଏମ୍ସ ସର୍ଜରୀ ବିଭାଗର ପଞ୍ଚମ ମହଲାରେ…
Read More...

+୨ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର : ଯୁକ୍ତ ୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ଅବଧିକୁ ବଢ଼ାଇ ଦିଆଯାଇଛି। ଅଗଷ୍ଟ ୨୫ ଯାଏ ହେବାକୁ ଥିବା ନାମଲେଖାକୁ ୩୦ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ସେପ୍ଟେମ୍ବର…
Read More...

କିପରି ହେବ ଏଏସଓ ପରୀକ୍ଷା ଜାଣନ୍ତୁ

ଭୁବନେଶ୍ୱର : ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ୩…
Read More...