ବିଜେପିରେ ଯୋଗ ଦେଲେ ହାର୍ଦ୍ଧିକ ପଟେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛୋଟିଆ ସିପାହୀଟିଏ ହେବି ବ‌ୋଲି ଆଜି ବିଜେପିରେ ଯୋଗ ଦେବା ପୂର୍ବରୁ ଟୁଇଟ୍‌ କରି ହାର୍ଦ୍ଦିକ ପଟେଲ୍‌ କହିଛନ୍ତି। ଟୁଇଟ୍‌ରେ ସେ ଆହୁରି ମଧ୍ୟ କହିଛନ୍ତି ଯେ,…
Read More...

ଜମ୍ମୁ ଓ କଶ୍ମୀରରେ ବିସ୍ଫୋରଣ; ୩ ଯବାନ ଆହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆଁରେ ଭଡ଼ାରେ ଆସିଥିବା ଏକ ଘରୋଇ ଯାନରେ ବିସ୍ଫୋରଣ ଘଟି ୩ଜଣ ଯବାନ୍‌ ଆହତ ହୋଇଥିବା କଥା ଆଜି ପୁଲିସ କହିଛି। ଆହତ ଯବାନ୍‌ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା…
Read More...

ସୋନିଆ , ରାହୁଲଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ କରିଛି। ତାଙ୍କୁ ଜୁନ୍ ୮ ରେ ପଚରାଉଚରା…
Read More...

ଘରୁ ଲୁଟି ନେଲେ ଲକ୍ଷ୍ୟା ଧିକ ଟଙ୍କା ଓ ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ଲୁଟେରା ରାଜ । ପୁଣି ଏକ ଲୁଟ । ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ଗହଣା । ଜାଗମରା କ୍ରିଷ୍ଣା ଗାର୍ଡନ ଫେଜ-୧ରୁ ହୋଇଛି ଚୋରି । ଅଭିଯୋଗ ଅନୁସାରେ, ଜାଗମରା ଅଞ୍ଚଳର ମାନିନୀ…
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ପୁରୀ ପୌର ସଦନରେ ପ୍ରସ୍ତୁତି ବୈଠକ ବସିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ…
Read More...

ମହା ପ୍ରଭଙ୍କ ସ୍ନାନ ଯାତ୍ରା ପାଇ ସ୍ନାନ ପଣ୍ଡପକୁ କରାଯାଉଛି ପ୍ରସ୍ତୁତ

ପୁରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ମରାମତି ହେବ ସ୍ନାନ ମଣ୍ଡପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କୁ ପରାମର୍ଶ ଦିଆଯାଇଛି। ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ…
Read More...

ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ : କେରଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବ ଦେଖାଯାଇଛି । ଆଜି ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର…
Read More...

ଶ୍ରୀ ମନ୍ଦିର ବିବାଦରେ ରାୟ ଶୁଣାଣି କରିବାକୁ ମନା କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ତ୍ବରିତ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା ‌କୋହଲୀଙ୍କୁ ନେଇ ଗଠିତ…
Read More...

ଭୋଟ ଦେଲେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ମତ ସାବ୍ୟସ୍ତ କରିଛନ୍ତି । ବୁଥ୍‌ ନଂ ୨୦୯ ଓ.ପି.ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ରାଧାରାଣୀ । ଭୋଟର ମାନଙ୍କ ସହ ଧାଡିରେ ଛିଡ଼ା…
Read More...

ବିଜେପିରେ ଯୋଗ ଦେବେ ହାର୍ଦ୍ଧିକ ପଟେଲ

ନୂଆଦିଲ୍ଳୀ:   କିଛି ଦିନ ତଳେ କଂଗ୍ରେସ ଛାଡ଼ିବା ପରେ ଜୁନ୍‌ ୨ ତାରିଖ ଅର୍ଥାତ ଗୁରୁବାର ଦିନ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌। ସେ ମେ…
Read More...