ଆଠଗଡ଼଼: ଆଠଗଡ଼଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ରାଧାଦର୍ଶନପୁର ଗ୍ରାମରେ ଥିବା ଏକ ଗଭୀର କୂଅରେ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଆଠଗଡ଼଼ ଦମକଳ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି।…
Read More...

ଖରିଫ ଫସଲ ପାଇଁ ସରକାରଙ୍କର ସହାୟତା

ନୂଆଦିଲ୍ଲୀ: ଖରିଫ ଫସଲ ଲାଗି ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏସଏସପି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ୧୭ଟି ଫସଲ ଲାଗି ଏମଏସପି ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ଲାଗି ଖରିଫ…
Read More...

ଅବସର ନେଲେ ମିତାଲି ରାଜ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ମିତାଲି ଗତ ୨୩ ବର୍ଷ ଧରି ଭାରତ ପାଇଁ କ୍ରିକେଟ ଖେଳୁଥିଲେ । ତେବେ ସେ ବୁଧବାର ୩୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ…
Read More...

ମହାନଦୀରେ ଫସିଲେ ଦୁଇ ହାତୀ

କଟକ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ…
Read More...

ପାଶ୍ଚାତ୍ୟରାଷ୍ଟ୍ରକୁ ପୁଟିନଙ୍କ ଚେତାବନୀ

କିଭ୍: ୟୁକ୍ରେନକୁ ଯୋଗାଅନି ଦୂରଗାମୀ କ୍ଷେପଣାସ୍ତ୍ର । ୟୁକ୍ରେନକୁ ଯଦି ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଯାଏ ତେବେ ନୂଆ ନୂଆ ଟାର୍ଗେଟରେ ଆକ୍ରମଣ କରାଯିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି…
Read More...

ପାଣିରେ ପଡ଼ି ଦେଡ ବର୍ଷ ପିଲାର ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡ଼ା ଗ୍ରାମରେ ପାଣି ଭର୍ତ୍ତି ହଣ୍ଡାରେ ପଡ଼ି ଜଣେ ୧୮ ମାସ କନ୍ୟା ସନ୍ତାନର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କାମ୍ବାଗୁଡ଼ା ଗ୍ରାମର ସୁବାସ ଦିଗାଲଙ୍କ…
Read More...

ବଡୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ବଢୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ । ସତ୍ୟେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଘରୁ ୨ କୋଟି ୮୫ ଲକ୍ଷ ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଛି ଇଡି । ଜୈନଙ୍କୁ…
Read More...

୧୦ ହଜାର ନିବେଶ କରନ୍ତୁ ପାଆନ୍ତୁ ୧୬ ଲକ୍ଷ ଟଙ୍କା,

ଏମିତିରେ ଆପଣ ଏକ ଏମିତି ଜାଗାରେ ନିବେଶ କରିବା ଉଚିତ ଯେଉଁଠି ଆପଣଙ୍କ ଟଙ୍କା ସିକ୍ୟୁର ରହିବ ଏବଂ ରିସ୍କ ବି କମ୍‌ ରହିବ ତାସହିତ ଭଲ ରିଟର୍ନ ମଧ୍ୟ ମିଳିବ। ଯଦି ଆପଣ ଏମିତି ବଢ଼ିଆ ନିବେଶ ଚାହୁଁଛନ୍ତି ଯେଉଁଠି ବଢ଼ିଆ…
Read More...

ଅଳ୍ପକେ ବଞ୍ଚିଲେ ଲାଲୁ

ରାଞ୍ଚି: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ଘଟଣା ସଂପର୍କରେ…
Read More...

କାଳବୈଶାଖୀ ପାଇ ୟେଲଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ କୌଣସି ପ୍ରକାରର ସ୍ପଷ୍ଟ ଚିତ୍ର ଏଯାବତ୍‌ ମିଳିପାରି ନାହିଁ। ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୮ ତାରିଖ ବୁଧବାର ମଧ୍ୟାହ୍ନ…
Read More...