ଶ୍ୱଶୁରଙ୍କୁ ପିଟିପିଟି ମାରିଦେଲା ବୋହୂ

ଆସିକା: ପାରିବାରିକ କଳହ ନେଲା ଜୀବନ । ବୋହୂର ଠେଙ୍ଗାମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆସିକା ଥାନା ଅଧିନସ୍ଥ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଘଟିଥିବା ବେଳେ ଘଟଣାସ୍ଥଳରେ…
Read More...

ପ୍ରତ୍ୟାହାର ହେବନି ଅଗ୍ନୀପଥ ଯୋଜନା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ କୌଣସି ପ୍ରକାର ପାତର ଅନ୍ତର ହେବ ନାହିଁ । ଆସନ୍ତା ୫ ବର୍ଷରେ ୫୦ରୁ ୬୦ ହଜାର ଯୁବକଙ୍କୁ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇ ହେବ ୧ ଲକ୍ଷ ୨୫ହଜାର ।…
Read More...

ହିଂସା କରୁଥିବା ଯୁବକ ଅଗ୍ନିବୀର ହୋଇପାରିବ ନାହିଁ

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି…
Read More...

ଆନ୍ଦୋଳନ କରୀଙ୍କୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ସାରା ଦେଶରେ ହଜାର ହଜାର ଯୁବକ ବିରୋଧ କରୁଛନ୍ତି। ସେନାରେ ନିଯୁକ୍ତି ପାଇବାକୁ ଅପେକ୍ଷା କରିଥିବା ଯୁବକମାନେ ରାଜରାସ୍ତାକୁ ଓହ୍ଲାଇ ଏହି ଯୋଜନାକୁ…
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବୈଠକ

ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି ।…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ରକ୍ତ ସଂଘର୍ଷ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ…
Read More...

କୋଟିପତି ବିଡ଼ିଓ

ଜଳେଶ୍ୱର: କୋଟିପତି ଓଏସ ଅଶ୍ୱିନୀ ଦାସ ଗିରଫ । ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଠାରୁ ଏଯାଏଁ ମୋଟ୍ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଥିରେ ରହିଛି କଟକ ଓ ଭୁବନେଶ୍ୱରରେ ପ୍ରାଇମ…
Read More...

ବିହାରରେ ଥମୁନି ଅଗ୍ନିପଥ ହିଂସା

ପାଟନା: ଥମୁନି ‘ଅଗ୍ନିପଥ’ ନିଆଁ । ଶନିବାର ଚତୁର୍ଥ ଦିନରେ ବି ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି ଏହି ନିଆଁ । ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ବିହାରରେ ଜୋରଦାର ବିରୋଧ…
Read More...

ଆସାମ ଓ ମେଘାଳୟରେ ବନ୍ୟା ପରିସ୍ଥିତି ଭୟକର

ଗୌହାଟି: ଗତ ଦୁଇ ଦିନ ହେବ ଆସାମ ଓ ମେଘାଳୟରେ ବୃଷ୍ଟିପାତଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଆସାମର ୨୮ଟି ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ…
Read More...

ସ୍ତ୍ରୀଙ୍କୁ ଛୁରା ମାଡ଼ କଲା ସ୍ବାମୀ

ବଲାଙ୍ଗୀର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ।…
Read More...