ନଦୀରେ ଭାସିଗଲା କର,ଜାଣନ୍ତୁ କେଉଁଠି

ଡେରାଡୁନ : ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରାମନଗରର ଦେଲା ନଦୀ କୂଳରେ ଏକ ବଡ ଅଘଟଣ ଘଟିଛି। ପଞ୍ଜାବରୁ ପତିଆଲା ନିବାସୀ ପର୍ଯ୍ୟଟକଙ୍କ କାର ଦେଲା ନଦୀର ଦ୍ରୁତ ପ୍ରବାହରେ ଭାସି ଯାଇଛି। ଫଳରେ ୯ ଜଣଙ୍କ ଜୀବନ ଚାଲି…
Read More...

ଗଛ ପଡ଼ି ଛାତ୍ରଙ୍କ ମୃତ୍ୟୁ

ଚଣ୍ଡିଗଡ଼: ସ୍କୁଲ୍ ପରିସରରେ ଥିବା ଏକ ବଡ଼ ଗଛ ପଡ଼ିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଛାତ୍ର ଆହତ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ରେ ଏକ ସ୍କୁଲ୍‌ରେ ଏହି ଘଟଣା ଘଟିଛି। ସ୍କୁଲଟି ଚଣ୍ଡିଗଡ଼ର ସେକ୍ଟ ୯…
Read More...

ଲାଲୁଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର

ନୂଆଦିଲ୍ଲୀ: ସିଡିରୁ ପଡ଼ି ଗୁରୁତର ହୋଇ ପଡ଼ିଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବ ଅପେକ୍ଷା ଭଲ ଅଛି।…
Read More...

କଏଦୀ ବିକୁଛି ପରିବା,ଜାଣନ୍ତୁ କେଉଁଠି

କରଞ୍ଜିଆ: ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ରାସ୍ତା ପାର୍ଶ୍ୱରେ ବସି ପରିବା ବିକୁଛନ୍ତି! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରେ ଘଟିଛି।…
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗୁରୁବାର ହରିୟାଣାର ଡାକ୍ତରାଣୀ ଗୁର୍‌ପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭବନରେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ…
Read More...

ପାକିସ୍ତାନରେ ବନ୍ୟା

କରାଚି : ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ବୁଧବାର ଭୀଷଣ ବର୍ଷା ପରେ ହଠାତ ଆସିଥିବା ବନ୍ୟାରେ ଗୋଟିଏ ପରିବାରର ୬ ଜଣ ମହିଳାଙ୍କ ସମେତ ପ୍ରାୟ ୨୫ ଜଣଙ୍କ ଜୀବନ ଚାଲି ଯାଇଛି। କ୍ୱେଟା ଜିଲାରେ ଜରୁରୀକାଳୀନ…
Read More...

କାଲି ବାହୁଡା଼ ,ଆଜି ୪ଟା ଯାଏ ପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଆଡ଼ପ…
Read More...

ଆଜି ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ…
Read More...

ଆପଣ ଖଜୁରୀ ଖାଉଛନ୍ତି କି ,ଜାଣନ୍ତୁ ତାହାର ଲାଭ

ଖଜୁରୀ ଏପରି ଏକ ଫଳ ଯାହାକୁ ଭାରତରେ ଅଧିକାଂଶ ସ୍ଥାନରେ ଡ୍ରାଏ ଫ୍ରୁଟ୍ସ ଭଳି ଖିଆଯାଇଥାଏ। ଏହାକୁ ଲଡୁ ଭାବେ ପ୍ରସ୍ତୁତ କରି ମଧ୍ୟ ଖିଆଯାଏ। ସାମାନ୍ୟ ଦେଖାଯାଉଥିବା ଏହି ଫଳ ପୋଷକ ତତ୍ତ୍ୱର ଖଣି। ପିଲାଙ୍କ ଠାରୁ…
Read More...

କାହାକୁ ମିଳିଲା କେତେ ମନ୍ତ୍ରୀ ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ସହ ମନ୍ତ୍ରିମଣ୍ଡଳକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ବିଶେଷ କରି ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ କେଉଁ ଦଳର କେତେ ଆଉ କିଏ ମନ୍ତ୍ରୀ ହେବ…
Read More...