ରାହୁଲ କାହିଁକି ବୈଠକ ପୂର୍ବରୁ ଗଲେ ବିଦେଶ

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବିଦେଶ ଗସ୍ତରେ ଚାଲି ଯାଇଛନ୍ତି ସାଂସଦ ରାହୁଲ ଗାନ୍ଧି। ସେ ବ୍ୟକ୍ତିଗତ କାମରେ ୟୁରୋପ ଯାଇଥିବା ଜଣାପଡ଼ିଛି। ସେ ଆଜି ଠାରୁ ୟୁରୋପ ଗସ୍ତରେ ଯାଇଥିବା…
Read More...

୯୪ ବୟସରେ ଗୋଲ୍ଡ ବିଜେତା

ନୂଆଦିଲ୍ଲୀ: ହରିୟାଣାରେ ରହୁଥିବା ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଗୋଲ୍ଡ ଓ ୨ଟି ବ୍ରୋଞ୍ଜ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ଭାରତକୁ…
Read More...

ଆରଏସଏସ କାର୍ଯ୍ୟାଳୟକୁ ବୋମା ମାଡ଼

ଥିରୁବନ୍ତପୁରମ୍‌: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତଥା ଆରଏସ୍‌ଏସ୍‌ ଅଫିସରେ ବୋମାମାଡ। କେରଳର କୁନ୍ନୁର ଜିଲ୍ଲାରେ ଥିବା ଆର୍‌ଏସ୍‌ଏସ୍‌ ଅଫିସରେ ଏଭଳି ବୋମାମାଡ ହୋଇଛି। ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।…
Read More...

ଶ୍ରୀଲଙ୍କା ରାଷ୍ଟ୍ରପତି ଭାଇ ପଳାଇବା ବେଳେ ଧରିଲେ ଲୋକେ

କଲମ୍ବୋ: ଗତ କିଛି ମାସ ହେଲା ଶ୍ରୀଲଙ୍କାରେ ଜାରି ରହିଛି ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟ। ଏଠାରେ ସ୍ଥିତି ପୂରା ଅଣାୟତ୍ତ ରହିଛି। ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ। ଏଭଳି ସ୍ଥିତିରେ ରାଷ୍ଟ୍ରପତି…
Read More...

ଶ୍ରୀଲଙ୍କାରେ ୨୦ରେ ରାଷ୍ଟ୍ରପତି ନିର୍ବାଚନ

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ଆବେୱର୍ଦ୍ଧନା କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ଏବଂ ଆସନ୍ତା ୨୦ରେ ନୂଆ ରାଷ୍ଟ୍ରପତି…
Read More...

ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିବସେନା

ମୁମ୍ବାଇ: ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଏବେ ଆରମ୍ଭ ହୋଇଛି ରାଜନୀତି କନ୍ଦଳ । ଏହାରି ମଧ୍ୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଶିବସେନା ଘୋଷଣା କରିଛି । ଦଳର ବରିଷ୍ଟ…
Read More...

ବଢ଼ିଲା ପିଜି ପାଇ ଆବେଦନ ଅବଧି

ଭୁବନେଶ୍ୱର: କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି ଶେଷ ହେଉଥିଲା ।…
Read More...

ଆଜି ହେଉଛି ମହାପ୍ରଭୁଙ୍କ ନୀଳାଦ୍ରିବିଜେ

ପୁରୀ: ୧୨ ଦିନର ଲୀଳାଖେଳ ସାରି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରାର ଶେଷ ପର୍ବ ସାରି ରତ୍ନ ସିଂହାସନକୁ ବିଜେ କରିବେ ତିନିଠାକୁର । ତେବେ ଦୀର୍ଘ ଏକମାସ ଧରି ରତ୍ନମଣ୍ଡପରୁ ବାହାରେ ଥିଲେ…
Read More...

ଦେଶରେ ବନ୍ୟାର ତାଣ୍ଡବ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ…
Read More...

୨୧ରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲାଗିଛି ଝଟକା । ଆସନ୍ତା ୨୧ ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ।…
Read More...